ଶେରଗଡ଼ କଂଗ୍ରେସ ତରଫରୁ ନୂତନ ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
Sheragada Congress welcomes new BDO, Sheragada, government
ଶେରଗଡ଼(ଫାଷ୍ଟ-ଓଡିଶା )03/08 :-- ଶେରଗଡ଼ ବ୍ଲକକୁ ନୂତନ ମହିଳା ବିଡ଼ିଓ ଭାବେ ତୃପ୍ତିମୟୀ ଜେନା ଯୋଗ ଦେବାପରେ ଶୁଭେଚ୍ଛା ର ସୁହ ଲାଗିଥିବାବେଳେ। ଏଥିରୁ ଶେରଗଡ଼ କଂଗ୍ରେସ ମଧ୍ୟ ବାଦ ପଡ଼ିନି, ଆଜି ଶେରଗଡ଼ କଂଗ୍ରେସ ତରଫରୁ କୁନା ବିଷୋୟୀ ବ୍ଲକ-ସଭାପତି,ପ୍ରଭାକର ପାଣିଗ୍ରାହୀ, କେ ନରଶିଂହ ରାଓ, ଶ୍ୟାମସୁନ୍ଦର ପ୍ରଧାନ,ସିମାଞ୍ଚଳ ଦାଶ,କାଳିଆ ଗୌଡ଼,ବାବୁଲା ପାତ୍ର ଓ ବଳରାମ ସାହୁ ଆଦି ବ୍ଲକ ସଭାପତିଙ୍କ ନେତୃତ୍ବ ରେ ବ୍ଲକ ଠାରେ ପହଂଚି ଫୁଲ ତୋଡ଼ାଦେଇ ସମ୍ବର୍ଦ୍ଧିତ-କରିଥିବା ସହ ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ଚର୍ଚ୍ଚା କରିଥିଲେ l
ଫାଷ୍ଟ ଓଡିଶା
What's Your Reaction?
Like
1
Dislike
0
Love
0
Funny
1
Angry
0
Sad
0
Wow
1