ବଢ଼ିପାଣିରେ ଫସିଗଲା ଗୋଠଛଡା ଦନ୍ତା

ବଢ଼ିପାଣିରେ ଫସିଗଲା ଗୋଠଛଡା ଦନ୍ତା ଢେଙ୍କାନାଳ - ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ପାଳସାହି ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ରେ ଫସିଲା ଗୋଠଛଡା ଦନ୍ତା l ହଠାତ ନଦୀ ରେ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଦନ୍ତା ଟି ନଦୀ ରେ ଫସି ରହିଛି l ଭୋର ସମୟ ରୁ ଏକ ୪୦ ଟିକିଆ ହାତୀପଲ ପରଜଙ୍ଗ ଅଞ୍ଚଳ ରୁ ନଦୀପାର ହୋଇ ହିନ୍ଦୋଳ ଅଞ୍ଚଳକୁ ଯାଉଥିଲେ l ସେହି ସମୟରେ ବ୍ରାହ୍ମଣୀ ନଦୀ ରେ ହଠାତ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଗୋଠ ଛଡା ଦନ୍ତା ଟି ଫସି ଯାଇଛି l ହାତୀ ଟି କୁଳ କୁ ଆସିବା ପାଇଁ ଚେଷ୍ଟା କରୁଥିବା ବେଳେ ସୁଅ ମୁହଁ ରେ ଥିବାରୁ ନଦୀ ର ଗଭୀର ଜଳ ରେ ଅଟକି ରହିଛି l ତେବେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ହାତୀ ଟିକୁ ଅପରାହ୍ନରେ ହେଲାl ଉଦ୍ଧାର କରିଥିବା ମହାବିରୋଡ଼ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି l ଏବେ ସେ ହିନ୍ଦୋଳ ରେଞ୍ଜ ଅଞ୍ଚଳକୁ ଚାଲି ଯାଇଥିବା ସୂଚନା ଥିବା ସୂଚନା ମିଳିଛି କାମାକ୍ଷାନଗର ରୁ ସୌମ୍ୟରଞ୍ଜନ ନାୟକ ଙ୍କ ରିପୋର୍ଟ

Jul 10, 2025 - 22:36
 0  9
ବଢ଼ିପାଣିରେ ଫସିଗଲା ଗୋଠଛଡା ଦନ୍ତା

ବଢ଼ିପାଣିରେ ଫସିଗଲା ଗୋଠଛଡା ଦନ୍ତା  

ଢେଙ୍କାନାଳ -

ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ପାଳସାହି ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ରେ ଫସିଲା ଗୋଠଛଡା ଦନ୍ତା l ହଠାତ ନଦୀ ରେ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଦନ୍ତା ଟି ନଦୀ ରେ ଫସି ରହିଛି l ଭୋର ସମୟ ରୁ ଏକ ୪୦ ଟିକିଆ ହାତୀପଲ ପରଜଙ୍ଗ ଅଞ୍ଚଳ ରୁ ନଦୀପାର ହୋଇ ହିନ୍ଦୋଳ ଅଞ୍ଚଳକୁ ଯାଉଥିଲେ l ସେହି ସମୟରେ ବ୍ରାହ୍ମଣୀ ନଦୀ ରେ ହଠାତ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଗୋଠ ଛଡା ଦନ୍ତା ଟି ଫସି ଯାଇଛି l ହାତୀ ଟି କୁଳ କୁ ଆସିବା ପାଇଁ ଚେଷ୍ଟା କରୁଥିବା ବେଳେ ସୁଅ ମୁହଁ ରେ ଥିବାରୁ ନଦୀ ର ଗଭୀର ଜଳ ରେ ଅଟକି ରହିଛି l ତେବେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ହାତୀ ଟିକୁ ଅପରାହ୍ନରେ ହେଲାl ଉଦ୍ଧାର କରିଥିବା ମହାବିରୋଡ଼ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି l ଏବେ ସେ ହିନ୍ଦୋଳ ରେଞ୍ଜ ଅଞ୍ଚଳକୁ ଚାଲି ଯାଇଥିବା ସୂଚନା ଥିବା ସୂଚନା ମିଳିଛି

କାମାକ୍ଷାନଗର ରୁ ସୌମ୍ୟରଞ୍ଜନ ନାୟକ ଙ୍କ ରିପୋର୍ଟ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0